ଭାରତର ଇତିହାସକୁ ପୁଣିଥରେ ନୂଆ କରି ଲେଖିବାର କୌଣସି ଯୋଜନା ନାହିଁ । ସ୍ଥାନ ପାଇନଥିବା ଗୁରୁତ୍ବପୂର୍ଣ୍ଣ ଘଟଣା ଇତିହାସରେ ସ୍ଥାନ ପାଇବ । ଲୋକସଭାର ପ୍ରଶ୍ନକାଳରେ ସ୍ଫଷ୍ଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #history #DharmendraPradhan #questionsession #LokSabha #National