ସାଉଦି ଆରବର ଦମାମରେ ବସବାସ କରୁଥିବା ପ୍ରବାସି ଓଡିଆ ମାନେ ଖୁବ୍ ଧୁମ୍ ଧାମ୍ ରେ ପଖାଳ ଦିବସ ପାଳନ କରିଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ଓଡିଆ ସଂଗଠନ କଳିଗଂନ ତରଫରୁ ଆୟୋଜନ କରାଯାଇଥିଲା ପଖାଳ ଦିବସ।
#ArgusNews #SaudiArabia #PakhalaDivas #celebration