ଭାରତୀୟ ଜବାନମାନେ ଆମ ସୁରକ୍ଷାରେ ସଵୁବେଳେ କାର୍ଯ୍ୟରତ ଥାଆନ୍ତି । ନିଜ ସୁରକ୍ଷା କୁ ସେମାନେ ନଜର କରନ୍ତି ନାହିଁ ବରଂ ଦେଶର ସୁରକ୍ଷା ପାଇଁ ସଵୁବେଳେ ସଜାଗ ଥାଆନ୍ତି । ସେମାନଙ୍କ ନୂଆ ନୂଆ ଉଦ୍ୟମ ଏବଂ ଦେଶକୁ ଅଗ୍ରଣୀ ଦେଶ ତାଲିକାରେ ଆଗକୁ ନେବାର ପ୍ରୟାସ ସଵୁବେଳେ ପ୍ରଶଂସନୀୟ । ତେବେ ଏହି ଭାରତୀୟ ଯବାନ ମାନଙ୍କ ମଧ୍ୟରେ ସଵୁଠାରୁ ବଡ କଥା ହେଉଛି ଏକତା । ଏହି ଭିଡିଓରେ ଭାରତୀୟ ଯବାନମାନଙ୍କ ଭିତରେ ଥିବା ଏକତା ଉପରେ ନଜର ପକାନ୍ତୁ..
#indianarmy #unity #bonding #protector #viralvideo #ArgusNews