ପାଖେଇ ଆସୁଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ପରେ ବିଜେପି ତରଫରୁ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବରେ ମଙ୍ଗଳବାର ଦିନ ଏକ ନିର୍ବାଚନୀ ରାଲିରେ ଭାଗ ନେଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ମାଲଦାରେ ଉପସ୍ଥିତ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି ଯୋଗୀ କହିଥିଲେ ଏଥର ନିର୍ବାଚନରେ ନିଶ୍ଚୟ ବିଜେପି ରାଜ୍ୟରେ ସରକାର ଗଠନ କରିବ....
#ArgusNews #National #West_Bengal #Election #BJP