72 ତମ ସାଧରଣତନ୍ତ୍ର ଦିବସ ପାଇଁ ରାଜପଥରେ ଚାଲିଛି ଜୋରଦାର ପ୍ରସ୍ତୁତି...NSS ଟିମରେ ସାମିଲ ହୋଇଛନ୍ତି 8 ଜଣ ଓଡ଼ିଆ ଛାତ୍ର ଛାତ୍ର...ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟ କଳାର ଝଲକ ଦେଖାଇଛନ୍ତି ଛାତ୍ର ଛାତ୍ରୀ....
#ArgusNews #National #Republic_Day #Parade #Cultural_Programme