ନିଜ ନୂଆ ରୂପ ବଦଳାଇ ଲୋକଙ୍କୁ ସଂକ୍ରମଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ। ପୂର୍ବରୁ ବ୍ରିଟେନ୍ରେ କରୋନାର ନୂଆ ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଷ୍ଟ୍ରେନ୍ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି......
#ArgusNews #Odisha #ArgusUpdate #Corona #Return #Britain