ବେଙ୍ଗଲର ୬ ପର୍ଯ୍ୟାୟ ନିବାର୍ଚନରେ ନିର୍ଣ୍ଣାୟକ ପାଲଟିବେ ମତୁଆ ସମାଜର ଭୋଟର୍....ଏନ୍ଆର୍ସି ଏବଂ ସିଏଏ ବିରୋଧରେ ମତୁଆ ସମାଜକୁ ମତେଇ ଆସିଛି ଟିଏମସି...ବିଜେପି ଦେଇଛି ମତୁଆ ସମାଜକୁ ପୂର୍ଣ୍ଣ ନାଗରିକତା ପ୍ରଦାନର ଭରସା.....
#ArgusNews #National #West_Bengal #Matua_Community #Voting #BJP