ଭାରତରେ ପୁଞ୍ଜି ନିବେଶ ପାଇଁ ଓପେକ ସଦସ୍ୟ ରାଷ୍ଟ୍ରଗୁଡିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ-ଓପେକର ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଉର୍ଜା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।
#ArgusNews #ArgusOdisha #ArgusOdia #ArgusUpdate #Headlines #DharmendraPradhan #DharmendrapradhanMeeting