ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଆହୁରି ବିଗୁଡୁଛି । ଶ୍ରୀଲଙ୍କାର ଲୋକ ଓ ବିଶେଷଜ୍ଞ ମାନେ ବର୍ତମାନ ସ୍ଥିତି ପାଇଁ ଚୀନକୁ ଦାୟୀ କଲେ । ଚୀନ ବିରୁଦ୍ଧରେ ଶ୍ରୀଲଙ୍କାରେ ବଢୁଛି ଅସନ୍ତୋଷ । ଭାରତର ସହଯୋଗକୁ ନେଇ କରୁଛନ୍ତି ଭୂୟସୀ ପ୍ରଶଂସା ।
#Srilanka #FinancialCrisis #deteriorate #China #praises #India #cooperation #ArgusNews