ଭଙ୍ଗା ସ୍କୁଟର ଗାଡି ଉଠାଉଛି ସିମେଣ୍ଟ ବସ୍ତା। ଗାଡି ଷ୍ଟାଟ କଲା ମାତ୍ରକେ ସିମେଣ୍ଟ ବସ୍ତା ଛାତ ଉପରକୁ ଉଠୁଛି। ଯାହା ଏବେ ଭାଇରାଲ ହେଉଛି।ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଏମିତି ବି ଥାଏ ଯାହା ଆମକୁ ଭାରି ଭଲ ଲାଗେ। ଏଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
#viralvideo #scooter #cementbag #ArgusNews