ରାଜନୈତିକ ହିଂସା ଓ ଅସହିଷ୍ଣୁତାରେ ପଶ୍ଚିମବଙ୍ଗ ଦେଶରେ ଏକ ନମ୍ବର । ଓଡିଶା ଏକ ଶାନ୍ତି ପ୍ରିୟ ପ୍ରଦେଶ । ଓଡିଶାରେ ଦଳମତ ନିର୍ବିଶେଷରେ ଭାଇଚାରା ଥାଏ । ପ୍ରତିପକ୍ଷ ସହ ମଧ୍ୟ ସ୍ନେହ ଶ୍ରଦ୍ଧା ଥାଏ । କିନ୍ତୁ ଗତ କିଛି ବର୍ଷ ହେବ ଓଡିଶାରେ ରାଜନୈତିକ ଅସହିଷ୍ଣୁତା ଵୃଦ୍ଧି ପାଇଛି : ସୁରେଶ ପୂଜାରୀ
#Odisha #WestBengal #PoliticalViolence #SureshPujari #MohanMajhi #OdishGovt #ArgusNews