କଟକ ରେଳ ଷ୍ଟେସନ ରୁ 20 ଲକ୍ଷ ଟଙ୍କା ଜବତ । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିଲେ । Grp ଏବଂ rpf ମିଳିତ ଉଦ୍ୟମରେ ରେ ଟଙ୍କା ଜବତ । ଜଣକୁ ଅଟକ ରଖି ପଚାର ଉଚାର କରୁଛି rpf ।
#seized #money #RajdhaniExpress #RPF #GRP #Cuttack #railwaystation #ArgusNews