ବ୍ୟବସାୟ ମହିଳା ମାନଙ୍କୁ ଦେଖାଇଥିଲା ରୋଜଗାର ବାଟ। କିନ୍ତୁ ଏବେ କରୋନା ଆସିବା ପରଠୁ ବ୍ୟବସାୟ ମାନ୍ଦା। ଅନ୍ୟପଟେ ଋଣ ପରିସୋଧ କରି ନ ପାରିବାରୁ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଜୁଲମ ଅତିଷ୍ଠ କଲାଣି।ଏବେ କିଭଳି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ମହିଳା ସ୍ବଂୟ ସହାୟକ ଦଳ ।
#ArgusNews #Odisha #ArgusNewsTv #Berhampur #Bhanjanagar