#ଚାରା_ରୋପଣ_ନାଁ_ରେ_କୋଟି_କୋଟି_ଟଙ୍କାର_ମହାଦୁର୍ନୀତି
ଗଛ ତ ଲଗାଇଲେ ନାହିଁ ବରଂ ଯେତିକି ଗଛ ଲଗାଇଲେ ତାହାକୁ ନିଆଁ ଲଗାଇ ଜାଳି ଦେଇଥିବାର ଅଭିଯୋଗ । ଆଉ ଏପରି ବଡଦୁର୍ନୀତି କୁ ଚାପିବା ପାଇଁ ନିଜେ ବନବିଭାଗ କରିଛି ବ୍ଲୁପ୍ରିଣ୍ଟ । ରାଉରକେଲାରେ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ । ବଡ ଦୁର୍ନୀତିକୁ ଚାପିବା ପାଇଁ ବଡ ଷଡଯନ୍ତ୍ର । ବିବାଦରେ ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଣ୍ଡ କୋ ।
#forestchitpondwork #corruption #Rourkela #saplingplanting #conspiracy #ForestMinisterVikramKeshariArukh #Odisha #ArgusNews