ଜୁନିଅରରେ ଭଉଣୀ ସବ ଜୁନିଅରରେ ଭାଇ । ତିନି ତିନିଟି ଅନ୍ତର୍ଜାତୀୟ ଏବଂ ଜାତୀୟ ଗୋଲଡ଼ ମେଡାଲ ବିଜେତା । ବିନା କୌଣସି ସରକାରୀ ସହାୟତାରେ ନିଜ ପରିଶ୍ରମରେ ଆରମ୍ଭ କରିଥିଲେ ଅଭ୍ୟାସ । ଏବେ ବି ପ୍ରାକ୍ଟିସ କରୁଛନ୍ତି। ଆଜିବି ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ। କିନ୍ତୁ ଲକ୍ଷ ଅଲମ୍ପିକ ଖେଳିବା ।
#ArgusNews #Odisha #Sundergarh #Players #NationalSportsDay #Goldmedalist