#ତେଜିଲା_ଖରସ୍ରୋତା_ଆନ୍ଦୋଳନ
#ଜୀବନ_ଯିବ_ପଛେ_ଜଳ_ଛାଡିବୁ_ନାହିଁ
ଖରସ୍ରୋତା ଆନ୍ଦୋଳନସ୍ଥଳରେ ଆଜି ପହଞ୍ଚିଥିଲେ ବିଜେପି ନେତା ବିଜୟ ମହାପାତ୍ର । ପ୍ରକଳ୍ପ ସ୍ଥଳ ବୁଲିବା ସହ ସେଠାରେ ପ୍ରକଳ୍ପ କାମ କରୁଥିବା କମ୍ପାନୀର ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ । ସାଙ୍ଗରେ ଥିଲେ ବିଜେପିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଏବଂ କଂଗ୍ରେସ ନେତା ଦେବ ଶର୍ମା ।
#kharosrota #protest #BJP #Congress #Odisha #ArgusNews