ନାଁ ଅଛି ଘର, ନାଁ ମିଳିଛି ମୌଳିକ ସୁବିଧା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର କୁସୁମପାଟ ଗ୍ରାମବାସୀ । ଆଜି ଯାଏ ଗାଁରେ କୌଣସି ନେତା କି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନି । ଆସନ୍ତୁ ଦେଖିବା କେମିତି ଦିନ କାଟୁଛନ୍ତି ଏଠାକାର ଲୋକେ
#ArgusNews #Odisha #ArgusNewsTV #Angul #Nodevelopment