କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ,ବନ୍ଧୁ ,କୁଟୁମ୍ବଙ୍କୁ ଧରି ଆସେ..ଆଉ ଏମିତି ଏକ ଘଟଣା ଘଟିଛି ନିଆଳି ବ୍ଳକ ଅନ୍ତର୍ଗତ ନାଛିଗାଁର ପ୍ରଶାନ୍ତ କ୍ଷେତ୍ରରେ । ଓଡ଼ିଶାରେ କାମ ଧନ୍ଦା ନମିଳିବାରୁ ଦାଦନ ଖଟିବା ପାଇଁ ଯାଇଥିଲେ ସୁଦୂର ଚେନ୍ନାଇ । ସେଠାରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ନିଜର ଦୁଇଟି ଗୋଡ଼ ହରାଇଲେ ପ୍ରଶାନ୍ତ ।
#Cuttack #Niali #SadStory #migrant #TrainAccident #Helpless #Odisha #ArgusNews