#ବିଦ୍ୟୁତ୍_ସଂସ୍ପର୍ଶରେ_ଆସି_ବାପା_ମାଆ_ଓ_ଝିଅ_ମୃତ
ଜଗତସିଂହପୁର ରାହାମା ବଣିତୋ ଗାଁରେ ଅଭାବନୀୟ ଘଟଣା । 3 ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ପଡ଼ୋଶୀ ଗୁରୁତର । ସର୍ଟ ସର୍କିଟ୍ ଯୋଗୁଁ ପୂରା ଘର ଚାର୍ଜ ହୋଇଯିବାରୁ ଘଟିଲା ଅଘଟଣ ।
#Jagatsinghpur #family #electricshock #medical #Odisha #ArgusNews