#ଜଣେ_ଶ୍ରୀ_ଆଉ_ଜଣେ_ଭାରତୀ
#ରହସ୍ୟ_ଘେରରେ_ଦୁଇ_ବିଦ୍ୟାଙ୍କ_ସ୍ବାମୀଙ୍କ_ମୃତ୍ୟୁ
ଦୁହିଁଙ୍କ ସ୍ବାମୀଙ୍କ ମୃତ୍ୟୁ ଉପରୁ ହଟିପାରିନି ପରଦା । ସବୁଠୁ ବଡ଼ କଥା ହେଉଛି, ଦୁଇ ପତ୍ନୀଙ୍କ ନାଁରେ ପତି ପରମେଶ୍ବରଙ୍କ ହତ୍ୟା ସନ୍ଦେହ ଆସିଛି । ସେମାନେ ଦୋଷୀ ନା ନିର୍ଦ୍ଦୋଷ ସେ କଥା ଆଇନ ଓ କୋର୍ଟ ସ୍ଥିର କରିବେ ।
#Bidyashree #adityadas #Bidyabharati #soumyaranjanmahapatra #Husband #death #police #Odisha #ArgusNews