ସପ୍ତାହାନ୍ତ ସଟଡାଉନ ରାସ୍ତାକଡ଼ର ଗାଈଗୋରୁଙ୍କ କ୍ଷୁଧା ବଢ଼ାଇଛି । କଥା କହିପାରୁନଥିବା ଏଭଳି ପଶୁଙ୍କ ବ୍ୟଥା ବୁଝିଛନ୍ତି ରଣପୁର ଅଞ୍ଚଳର ଜାଫର ଅଲ୍ଲୀ ଶାହା । ଜାଫର ନିଜର କିଛି ବନ୍ଧୁମାନଙ୍କ ସହିତ ମିଶି ବୁଲା ଗାଈଗୋରୁ ମାନଙ୍କୁ ଖାଦ୍ୟପାଣି ଯୋଗାଇ ନିଜର ମାନବିକତା ପ୍ରଦର୍ଶିତ କରିଛନ୍ତି
#ArgusNews #Odisha #NewsChannel #ArgusNewsTV #Good_News #Fooding #Street_Cattle