#କାନ୍ଦୁଛି_ପରିବାର
#କେହି_ନାହାଁନ୍ତି_ସାହାରା
ଘର ଚଳାଇବା ପାଇଁ ନାହିଁ କେହି । ସାନ ଭାଇର ମୃତ୍ୟୁ ପରେ ଘରର ସବୁ ଦାୟିତ୍ବ ରଶ୍ମିରଞ୍ଜନଙ୍କ ଉପରେ । ହେଲେ ସେ ବି ଏବେ କ୍ୟାନ୍ସରରେ ଛଟପଟ । ରୋଗ ଜଣାପଡିବା ପରେ ଅପରେସନ୍ କରିଥିଲେ । ପରେସନ ପରେ ଡାହାଣ ପଟ ଗଳା ସଂକ୍ରମିତ ହୋଇଛି ।
#ArgusNews #Bhubaneswar #ArgusNewsTV #Odisha #Cancer #Treatment