ପାଣିକୋଇଲି ଥାନା ଅଧିନସ୍ତ ବ୍ରଜନଗର ପାଖରେ 16 ନମ୍ବର ଜାତୀୟ ରାଜପଥ ପ୍ରସସ୍ଥିକରଣ କାର୍ଯ୍ୟକ୍ରମ ବେଳେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଲା। ଏବେ ସେଇ ପୋଲ ତଳେ କେହି ଶ୍ରମିକ ରହିଯାଇଥିବାର ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା
#ArgusNews #Odisha #ArgusNewsTV #NewsChannel #Jajpur #Panikoili #Bridge_Construction