ବ୍ରିଜ ହେଉ ନଥିବାରୁ ବିଧାୟକଙ୍କୁ ବିରୋଧ କଲେ ଆଦିବାସୀ । ଶେଷରେ ହଟହଟା ହୋଇ ଫେରିଗଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ନୟାଗଡ଼ ଦଶପଲ୍ଲା ବଣି ଗାଁକୁ ବ୍ରିଜ ନଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ
#Nayagarh #mla #BJD #RameshChandraBehera #Bridge #ArgusNews