ମହାପ୍ରଭୁଙ୍କ ଏକ ଭଜନକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଜନଟିକୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଗାୟକ କୈଳାଶ ଖେର ଗାଇଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି୍ଥିଲେ। ଏହାସହ ଭିଡିଓ କନଫେରେସନ୍ସ ଜରିଆରେ ଯୋଡ଼ିହୋଇଥିଲେ ଗାୟକ କୈଳାସ ଖେର ।
#ArgusNews #ArgusNewsTV #Odisha #Bhajan Dharmendra Pradhan Dr. Sambit Patra Kailash Kher