ଅବହେଳା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ପୁଣି ମିଲର୍ସମାନେ କଟନି ଛଟନି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ପିପିଲିର ମଣ୍ଡିରେ ମଧ୍ୟ ସମାନ ଅବସ୍ଥା । ଧାନ ଉଠିବାରୁ ଚାଷୀର ଚିନ୍ତା ବଢିଯାଇଛି
#ArgusNews #Odisha #NewsChannel #ArgusNewsTV #Dhana_Mandi #Mandi_Problem #Nuapada #Pipili