ସଚେତନତା କଥା କହି ଭୁଆଁ ବୁଲାଉଛି ବିଏମସି । କେବଳ ସଚେତନତାରେ ସୀମିତ ରହିଛି ଡେଙ୍ଗୁ ଲଢେଇ । ଯାହାକୁ ନେଇ ରାଜଧାନୀବାସୀ ଖୁବ୍ଧ । ପ୍ରତେକ ଦିନ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ବିଏମସି ଏହାକୁ ହାଲକାରେ ନେଉଥିବା ଅଭିଯୋଗ ହୋଇଛି ।
#Bhubaneswar #BMC #dengue #Odisha #ArgusNews