ରାୟଗଡା ଜିଲ୍ଲା ଗୁଡାରି ଠାରେ ଚାଷୀ ଅସନ୍ତୋଷ। ବଂଶଧାରା, ଖାରିକୁଟି, ରାସଗୁମି ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ଦାବି ନେଇ ଗୁଡାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ ଓ ଧାରଣା । କଣ ରହିଛି ଦାବୀ ଓ ସମସ୍ୟା ଆସନ୍ତୁ ଶୁଣିବା ପ୍ରତିକ୍ରିୟା
#ArgusNews #Odisha #ArgusNewsTV #Raygada #Gunupur #FarmerProtest #WaterProject