ଷ୍ଟିଲସିଟିନେ ସେକ୍ସ ରାକେଟ୍ । ସହରର ମୁଖିଆ ବଜାରନେ ଥିବାର୍ ଗୁଟେ ହୋଟେଲ ଉପରେ ପୁଲିସ୍ ଚଢ଼ାଉ କରିଛେ। ଚଢାଉ ସମିୟା ନେ୍ ୫ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରବା ସାଙ୍ଗେ ୨ ଗ୍ରାହକ, ହୋଟେଲ ମାଲିକ ଆର୍ ୨ କର୍ମଚାରୀଙ୍କୁ ଗିରଫ କରିଛେ ଉଦିତନଗର ଥାନା ପୁଲିସ
#ArgusNews #Odisha #ArgusNewsTV #Rourkela #Sexracket #Hotelsealed