ଘରବାଡି ପଟ୍ଟା ନଥିବାରୁ ଆବାସ ଯୋଜନା ବଞ୍ଚିତ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସହିତ ୭ ପରିବାର । ଏମିତି କି ଆରଆଇ ଅଫିସରେ କାମ କରୁଥିବା ଜଣେ କର୍ମଚାରୀ ଏମାନଙ୍କୁ ପଟ୍ଟା କରାଇ ଦେବାକୁ କହି ଲାଞ୍ଚ ନେଇ ଫେରାର । ଗରିବ ଲୋକେ ପଞ୍ଚାୟତ ଅଫିସରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ । ମୟୂରଭଞ୍ଜ ବଡସାହିରୁ ଦେଖିବା ଏହି ରିପୋର୍ଟ
#Mayurbhanj #Badasahi #AwasScam #blindCouple #OdishaGovt #ArgusNews