ପୁଣି କନ୍ଧମାଳରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଅନେକ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି। ସେହି ପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗୀଯୋଡି ଯୋଡ଼ି ପଞ୍ଚାୟତ ମାଦାପଦର ଗ୍ରାମର ଗର୍ଭବତୀ ଚନ୍ଦ୍ରିକା କହଁରଙ୍କ କ୍ଷେତ୍ରରେ
#RoadProblem #Ambulance #Kandhamal #Odisha #ArgusNews