ଫିଟ ଇଣ୍ଡିଆର ସ୍ବପ୍ନକୁ ସାକାର କରିବା ପାଇଁ ଦିଲ୍ଲୀରେ ଆୟୋଜିତ ହୋଇଛି ଖେଲୋ ଇଣ୍ଡିଆ ମାଷ୍ଟର ଗେମର ଦ୍ବିତିୟ ସଂସ୍କରଣ । ଏଥିରେ ୩୦ ବର୍ଷରୁ ଅଧିକା ବୟସର ଖେଳାଳୀ ମାନଙ୍କୁ ମିଳିଛି ସୁଯୋଗ । ଯେଉଁ ବୟସରେ ଖେଳିବା ପାଇଁ ମନରୁ କମିଯାଇଥାଏ ଉତ୍ସାହ ସେହି ବୟସରେ ଏହି ଖେଳରେ ଯୋଗଦେଇ ପଡିଆରେ ଦମ ଦେଖାଇଛନ୍ତି ଓଡିଶା ବରଗଡର ୪୫ ବର୍ଷ ବୟସ୍କ ସନ୍ତୋଷ ଓ ୬୫ ବର୍ଷରେ ଉପନୀତ ଅନୁଗୋଳର ପ୍ରକାଶ
#Anugul #Sports #KheloIndia #Odisha #ArgusNews