ଦୀର୍ଘ ୨ ବର୍ଷ ହେଲା ଚିକିତ୍ସା କରିଆସୁଛନ୍ତି ନକଲି ଡାକ୍ତର !
ଏ ହେଉଛନ୍ତି ଜଳେଶ୍ୱର ଅଂଚଳର ତଥା ଅତ୍ମଘୋଷିତ ଡାକ୍ତର ଡ. ଶ୍ରୀହରି ଚରଣ ପାତ୍ର । ଘର ପଶ୍ଚିମବଙ୍ଗ ଅଂଚଳର ଦାନ୍ତୁନ ଥାନା ଅଧିନସ୍ତ ସୋଲପଟା ଅଂଚଳରେ । ଦେଖିବା ଏହି ରିପୋର୍ଟ
#ArgusNews #Balasore #Jaleswar #FakeDoctor #Odisha