#କୋଟିଏ_ଟଙ୍କାର_ଚାଉଳ_ଚଳୁ
ବାଲେଶ୍ବରରେ ଭୂତ ନେଉଛି ପିଡିଏସ୍ ଚାଉଳ। ଦିନେକି ଦୁଇ ଦିନ ନୁହଁ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ସରକାରୀ ଚାଉଳ ଲୁଟ । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଲା ସଙ୍ଗୀନ ତଥ୍ୟ । ପଞ୍ଚାୟତରେ ଏମିତି ପ୍ରାୟ ୭୦ ଜଣଙ୍କ ନାଁରେ ହଡପ ହୋଇ ସାରିଛି ୧କୋଟିରୁ ଉର୍ଦ୍ଧ ଟଙ୍କାର ଚାଉଳ।
#ArgusNews #Balasore #PDSScam #Corruption #Odisha