ଆସନ୍ତା 4 ତାରିଖ ରବିବାରରେ ଅଲ ଓଡିଶା ବାର ଆସୋସିଏସନ ହଲରେ ସମସ୍ତ ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ମିଟ ଡାକିଛି ଭୁବନେଶ୍ୱର ବାର ଆସୋସିଏସନ। ରାଜ୍ୟରେ ହେଉଥିବା ଓକିଲ ମାନଙ୍କ ଆନ୍ଦୋଳନ ଅଧିକାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ଓକିଲ ସଙ୍ଘ ଏଭଳି ନିଷ୍ପତି ନେଇଛି...।
#ArgusNews #Bhubaneswar #BarAssociation #presidentsecretariatmeet #LawyerProtest #Odisha