ମହୁ ଚାଷୀଙ୍କ ଦୁଃଖ । ଓଡ଼ିଶାରେ ମିଳୁନାହାନ୍ତି ମହୁମାଛି। ଆଗେଇ ପାରୁନି ମହୁ ଚାଷ। ଅନ୍ୟପଟେ ରାଜ୍ୟସରକାର ଙ୍କ ପକ୍ଷରୁ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରୁନି ମହୁମାଛି ନର୍ସରୀ। ମହୁ ଚାଷରୁ ମୁଁହ ଫରାଉଛନ୍ତି ଚାଷୀ।
#ArgusNews #HoneyFarmers #Bhubaneswar #Honeyfarming #Odisha