#ରାଜଧାନୀରେ_ପଖାଳ_ଦିବସ
ପଖାଳ ଯାହା ପ୍ରତି ଓଡ଼ିଆଙ୍କ ପ୍ରିୟର ଖାଦ୍ୟ । ଖରାଦିନ ହେଲେ ଓଡ଼ିଆର ଘର ମହକେ ପଖାଳ ବାସ୍ନାରେ । ଆଉ ଆଜିର ଦିନରେ ଭୁବନେଶ୍ଵରରେ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି ପଖାଳ ଦିବସ।
#Bhubaneswar #PakhalaDivas #TraditionalOdiaDish #PakhalaDibasa #PakhalaDivas2023 #Odisha