#ତଦନ୍ତ_ନ_କଲେ_ନାହିଁ_ବରଂ_ମାମଲାକୁ_ଚାପିଦେଲେ
#କେଉଁଠି_ଟଙ୍କା_ଯାଚିଲେ_ତ_ଆଉ_କେଉଁଠି_ଧମକାଇଲେ
କାହିଁକି ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି, କେଉଁ 3 ସିନିୟର ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା, ପୋଲିସ ପାଉନି ନା ଖୋଜୁନି ରାଗିଂର ସୁରାଗ୍, ରୁଚିକା ଆତ୍ମହତ୍ୟାର 12 ଦିନ ପରେ ବି ଅସମାହିତ ପ୍ରଶ୍ନ ଉପରୁ ପରଦା ହଟାଇ ପାରିନି କମିଶନରେଟ୍ ପୋଲିସ
#Bhubaneswar #Raging #BJBCollege #Police #ArgusNews