ପଦମପୁରରେ ବିଜେଡି ଜିତିଲା ଯାଜପୁରରେ ହେଲା ପ୍ରତିଫଳନ । ମହିଳାଙ୍କ ଉପରେ ଆକ୍ରମଣ ଥାନାର ଦ୍ୱାରସ୍ତ ହେଲେ ମହିଳାଙ୍କ ସହ ପରିବାର ଲୋକେ । ଗୋଟିଏ ପଟେ ରାଜ୍ୟ ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀ ମାକୁ ସଂମାନ କଥା କହୁଥିବା ବେଳେ ଉପ ନିର୍ବାଚନର ଫଳାଫଳ ବାହାରିବାର କେଇ ଘଣ୍ଟା ପରେ ମହିଳାଙ୍କ ଉପରେ ଆକ୍ରମଣ କଲେ ବିଜେଡି କର୍ମୀ ।
#ArgusNews #BJD #Women #Allegation #Jajpur #Odisha