#ବିଦ୍ୟାଳୟକୁ_କାହିଁକି_ଅବହେଳା
#୫ଟି_ଶ୍ରେଣୀପାଇଁ_ଅଛନ୍ତି_ଜଣେ_ଶିକ୍ଷକ
ରାଜ୍ୟ ସରକାର ଶିକ୍ଷ୍ୟର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ,ଲୋଇସିଂହା ବ୍ଲକ ରେ ଏହା ପ୍ରହସନ ପାଲଟିଛି । ଏହି ବ୍ଲକର ସର୍ବ ପୁରାତନ ଯୁଗୀସୁର୍ଡl ସରକାରୀ କେନ୍ଦ୍ର ବିଦ୍ୟାଳୟ ଏବେ ନାହିଁ ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି ।
#SchoolProblem #StudentIssue #teacherproblems #Bolangir #Loisingha #Odisha #ArgusNews