ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ଲଗାତାର ବର୍ଷା ଜାରି ଥିବା ବେଳେ ଏବେ ମହାନଦୀର ଜଲସ୍ତର ବଢିବା ଫଳରେ ବାଙ୍କୀ ସୃବନ ପୁର ପଞ୍ଚାୟତ ର ହୁଳୁହୁଳା ପୋଲୋ ଉପରେ ଏକ ଫୁଟରୁ ଉର୍ଦ୍ଧ ଜଳ ପ୍ରବାହିତ ହୋଇଛି । ଯାହା ଫଳରେ ଯାତାୟାତ ବାଧା ପ୍ରାପ୍ତ ହେବାର ଦେଖିବାକୁ ମିଳିଛି
#Cuttack #Banki #Mahanadi #FloodWater #ArgusNews