#ବିଜେଡି_ନେତା_ଧର୍ମେନ୍ଦ୍ର_ସାହୁ_ମୃତ୍ୟୁ_ମାମଲାରେ_ବଡ଼_ଟ୍ବିଷ୍ଟ
#6_ମାସ_ପରେ_ଅର୍ଗସ_ଷ୍ଟୁଡିଓରେ_ମୁହଁ_ଖୋଲିଲେ_ଧର୍ମେନ୍ଦ୍ରଙ୍କ_ପତ୍ନୀ
ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି । ଏହାସହ କମିଶନରେଟ୍ ପୋଲିସର ତଦନ୍ତ ନେଇ ଉଠାଇଛନ୍ତି ପ୍ରଶ୍ନ । ମୃତ୍ୟୁ ପାଇଁ ଦାୟୀ କରିଥିଲେ ତାଙ୍କ ପତ୍ନୀ, ମନ୍ତ୍ରୀ ସମୀର ଦାସ, ବିନ୍ଦାସ ଚିନୁ, ମୁନ୍ନା ମହାପାତ୍ର ଓ ଅନ୍ୟ ଜଣଙ୍କୁ ।
#ArgusNews #DharmendraSahuWife #DharmendraSahu #DeathMystery #Suspence #Odisha
#SamirDash