ଓଡ଼ିଆ ଗାୟିକାଙ୍କ ଶ୍ରେୟ ଛଡ଼ାଇବାକୁ ଷଡ଼ଯନ୍ତ୍ର
ଫର୍ମାନି ନାଜ୍ ହର୍ହର୍ ଶମ୍ଭୁ କମ୍ପୋଜ କରିଥିବା ଦାବି
କପି ରାଇଟ୍ ପାଇଁ କ୍ଲେମ କଲେ ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା। ବିବାଦକୁ ଆସିବା ପରେ ନିଜ ଆଇଡିରୁ ଗୀତ ହଟାଇଲେ ଫର୍ମାନି ।
#FarmaniNaaz #HarHarSambhu #AbhilipsaPanda #songstolen #singer #JeetuSharma #ArgusNews