ହୋଲିରେ ବିଶୃଙ୍ଖଳା କଲେ ସାବଧାନ !
ରାତି ପାହିଲେ ରଙ୍ଗର ପର୍ବ ହୋଲି । ଏଥର ହୋଲିରେ ବିଶୃଙ୍ଖଳା କଲେ ହୋଇଯାନ୍ତୁ ସାବଧାନ । ଜଗିଛି ସ୍ପେସାଲ୍ ଫୋର୍ସ୍ ଟିମ୍ 60 । ଚଳିତବର୍ଷ ହୋଲିକୁ ଶାନ୍ତି ଶୃଙ୍ଖଳାର ସହ ଖେଳିବାକୁ ପୋଲିସ କମିଶନରଙ୍କ ନିବେଦନ । ଟ୍ବିନ ସିଟିରେ କଡ଼ା କଡି ହେବ ପୋଲିସ ପାଟ୍ରୋଲିଂ । ନଦୀ ଓ ଜଳାଶୟ ଗୁଡିକ ଉପରେ ନଜର
#ArgusNews #Holi #OdishaPolice #Guideline #TwinCity #Odisha