୫ ଦିନରେ ପହଁଚିଲା ନବନିର୍ମାଣ କୃଷକ ସଂଗଠନ ସତ୍ୟାଗ୍ରହ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଧାରଣା । ଜିଲ୍ଲାରେ ୧୯୮ ପଞ୍ଚାୟତରେ ମଣ୍ଡି ଅବ୍ୟବସ୍ଥା, ସଠିକ୍ ସମୟରେ ଧାନ ବିକ୍ରି ନ ହେବା ପ୍ରସଙ୍ଗ ଉଠାଇଛନ୍ତି ଚାଷୀ ।
#Jagatsinghpur #FarmersProtest #Satyagraha #mandiIssue #paddy #ArgusNews