ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି ପାଇଁ ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି ନବନିର୍ମାଣ ଯୁବ ଛାତ୍ର ଓ କୃଷକ ସଂଗଠନ । ଏହି ବନ୍ଦର ପ୍ରଭାବ ବେଗୁନିଆ ବ୍ଳକରେ ଦେଖିବାକୁ ମିଳିଛି।
#BJBcollege #student #RuchikaMohanty #justice #DeathCase #Protest #OdishaBandh #ArgusNews