#ହସୁଛି_କାଶତଣ୍ଡି_ଆସୁଛନ୍ତି_ମାଆ
#ସଜେଇ_ହେଲାଣି_ପୂଜା_ମଣ୍ଡପ
ଦୁର୍ଗାପୂଜା ପାଇଁ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଆଉ ତତ୍ପର ହୋଇ ଉଠିଲେଣି ବିଭିନ୍ନ ପୂଜା କମିଟି ।
#Dussehra #Durgapuja #Kendrapara #Odisha #ArgusNews