ଧରାପଡୁଛି ରାଜ୍ୟ ସରକାରଙ୍କର ମିଛ ଚାଉଳ ରାଜନୀତି !
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥକୁ ଲୁଚାଇବା ପାଇଁ ଚାଉଳ ପ୍ରସଙ୍ଗ ବାବଦରେ ଜନସାଧାରଣଙ୍କୁ ଭ୍ରମିତ କରାଇ, ହୀନ ରାଜନୀତି କରୁଛି ଶାସକ ଦଳ । କେନ୍ଦ୍ରାପଡାର ବିଧାୟକଙ୍କ ଏବଂ ଦଳୀୟ କର୍ମୀଙ୍କ କଥାରେ ରହୁନି ତାଳ ମେଳ
#ArgusNews #Kendrapara #BJD #Protest #Odisha