ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଡ୍ରାଇଭର ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣା। ପ୍ରତିବାଦରେ ଲୋଇସିଂହାରେ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କଲା ବିଜେପି । ସକାଳ ୮ଟାରୁ ୧୦ଟା ଯାଏ ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ ।
#Loisingha #MukeshMahaling #BJPMLA #driverattack #NationalHighway #BJPProtest #ArgusNews