ଓଡିଶା ପ୍ରସିଦ୍ଧ ମା ବନବିହାରୀ ବୁଢୀମେଳା ଆରମ୍ଭ ହୋଇଛି I ଏହି ମେଳା 3ଦିନ ଧରି ଚାଲିବ I ଶହ ଶହ ବର୍ଷର ପରମ୍ପରା ଏହି ବୁଢୀମେଳା I ଏଠାରେ ମାନସିକ ରଖିଲେ ବହୁ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି I ତେଣୁ ଅନେକ ଅଂଚଳରୁ ଶ୍ରଦ୍ଧାଳୁ ଏଠାକୁ ଆସି ମାନସିକ ରଖି ଗୁହାରିଆ ପଡିବା ସହିତ ସନ୍ତାନ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଯାବାଳ ପକାଇଥାନ୍ତି I
#ArgusNews #Nimapara #devotee #Barunisnana #Odisha